10th Class Physical Science (ଭୌତିକ ବିଜ୍ଞାନ) - Chapter 2 ଅମ୍ଳ, କ୍ଷାରକ ଓ ଲବଣ All Question With Answer

↓ Question & Answer ↓

Question 1. ଗୋଟିଏ ଦ୍ରବଣ ଲାଲ୍ ଲିଟ୍‌ସ୍‌କୁ ନୀଳରେ ପରିଣତ କରେ, ଏହାର pH ସମ୍ଭବତଃ ହୋଇଥିବ :
(a) 1 (b) 4 (c) 5 (d) 10

ଉ- (d) 10


🗨
Question 2.ଗୋଟିଏ ଦ୍ରବଣ ଅଣ୍ଡା ଏହା ଚୂନପାଣିକୁ ଦୁଧ୍ଵ ଖୋଳପା ଖଣ୍ଡ ଗୁଡ଼ିକ ସହିତ ରାସାୟନିକ ପ୍ରତିକ୍ରିୟା କରି ଏକ ଗ୍ୟାସ୍ ଉତ୍ପନ୍ନ କରେ । କରିଦିଏ । ଏହି ଦ୍ରବଣଟିରେ ଅଛି :
(a) NaCl(b) HCl(c) LiCl(d) KCl

ଉ-(b) HCl


🗨
Question 3. 10 ମିଲି ଲି. NaOHର ଏକ ଦ୍ରବଣ 8 ମିଲି ଲି. ପରିମାଣର ଦିଆଯାଇଥ‌ିବା ଏକ HCl ଦ୍ରବଣଦ୍ବାରା ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇଯାଏ । 20 ମିଲି ଲି. ପରିମାଣର ସେହି NaOH ଦ୍ରବଣକୁ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ କରିବା ପାଇଁ ଆବଶ୍ୟକ ପଡୁଥ‌ିବା ଉକ୍ତ HCl ଦ୍ରବଣର ପରିମାଣ ହେବ :

(a) 4 ମିଲି ଲି.
(b) 8 ମିଲି ଲି.
(c) 12 ମିଲି ଲି.
(d) 16 ମିଲି ଲି.
ଉ-

(d) 16 ମିଲି ଲି.


🗨
Question 4. ନିମ୍ନଲିଖତ ଔଷଧଗୁଡ଼ିକ ମଧ୍ୟରୁ କେଉଁଟି ଅଜୀର୍ଣ୍ଣ ରୋଗକୁ ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ ?

(a) ପ୍ରତି ଜୈବିକୀ (Antibiotics)
(b) ପ୍ର1ଡ଼|ତାର1 (Analgestic)
(c) ପ୍ରତି- ଅମ୍ଳ (Antacid)
(d) ଡ1ବାଣ୍ଡକଣକ (Antiseptic)
Answer:

(c) ପ୍ରତି- ଅମ୍ଳ (Antacid)


🗨
Question 5. ରାସାୟନିକ ପ୍ରତିକ୍ରିୟା ପାଇଁ ଶବ୍ଦ-ସମୀକରଣ ଏବଂ ତା’ପରେ ସମତୁଲ ସମୀକରଣ ଲେଖ ଯେତେବେଳେ :

(a) ଲଘୁ ସଲ୍‌ଫ୍ୟୁରିକ୍ ଏସିଡ୍ ଜିକ୍ କଣିକାଗୁଡ଼ିକ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(b) ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମ୍ୟାଗ୍ନେସିୟମ୍ ପାତ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(c) ଲଘୁ ସଫ୍ୟୁରିକ୍ ଏସିଡ୍ ଏଲୁମିନିୟମ୍ ଗୁଣ୍ଡ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(d) ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଲୁହାଗୁଣ୍ଡ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
Answer:

(a) ଜିଙ୍କ୍ + ଲଘୁ ସଫ୍ୟୁରିକ୍ ଏସିଡ୍ → ଜିଙ୍କ୍ ସଲଫେତ୍ + ତାଜତ୍ରୋଜେନ୍‌
Zn + H2SO4 → ZnSO4 + H2


(b) ମ୍ୟାଗ୍ନେସିୟମ୍ + ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ → ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ + ହାଇଡ୍ରୋଜେନ୍
Mg + 2HCl → MgCl2 + H2


(c) ଏଲୁମିନିୟମ + ଲଘୁ ସଫ୍ୟୁରିକ ଏସିଡ୍ → ଏଳୁମିନିୟମ୍ ସଳ୍ଫେଟ୍ + ହାଇଡ୍ରୋଜେନ୍
2Al + 3H2SO4 → Al2(SO4)3 + 3H2,


(d) ଲୁହାଗୁଣ୍ଡ + ହାଇଡ୍ରୋକ୍ଲୋରିକ୍ ଏସିଡ୍ → ଫେରିକ୍ କ୍ଲୋରାଇଡ୍ + ହାଇଡ୍ରୋଜେନ୍
2Fe + 6HCl → 2FeCl3 + 3H2


🗨
Question 6. ଆଲ୍‌କହଲ୍ ଏବଂ ପ୍ଲା କୋଜ୍ ଭଳି ଯୌଗିକଗୁଡ଼ିକରେ ମଧ୍ୟ ହାଇଡ୍ରୋଜେନ୍ ଅଛି କିନ୍ତୁ ସେଗୁଡ଼ିକୁ ଅମ୍ଳର ଶ୍ରେଣୀଭୁକ୍ତ କରାଯାଇ ନାହିଁ । ଏହାକୁ ପ୍ରମାଣ କରିବା ପାଇଁ ଏକ ‘ତୁମ ପାଇଁ କାମ’’ ପରୀକ୍ଷା ବର୍ଣ୍ଣନା କର ।

ଗ୍ଲୁକୋଜ୍, ଆଲକହଲ୍, ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ଼୍ ଇତ୍ୟାଦିର ଦ୍ରବଣ ନିଆଯାଉ ।
ଗୋଟିଏ ଠିପିରେ ଦୁଇଟି କଣ୍ଟା ଲଗାଇ, ତାକୁ ଏକ 100 ମିଲି. ଲି. ବିକର ମଧ୍ଯରେ
ଚିତ୍ରରେ ଦର୍ଶାଯାଇଥବା ଭଳି ଗୋଟିଏ ବଲ୍‌ବ ଓ ଗୋଟିଏ ସୁଇଚ୍ ମଧ୍ୟଦେଇ କଣ୍ଟା ଦୁଇଟିକୁ 6 ଭୋଲ୍ଟ ବ୍ୟାଟେରୀର ଦୁଇ ବିପରୀତ ଅଗ୍ର ସହିତ ସଂଯୁକ୍ତ କରାଯାଉ ।
ବର୍ତ୍ତମାନ ବିକର ମଧ୍ୟକୁ ଅଲ୍‌ କହଲ୍ର ଦ୍ରବଣ ଢଳାଯାଉ ଏବଂ ସୁଇଚ୍ ଦବାଇ ବିଦ୍ୟୁତ୍ ପ୍ରବାହ ଚାଲୁ କରାଯାଉ ।
ପୁନଶ୍ଚ ଗ୍ଲୁକୋଜ୍‌ ଦ୍ରବଣ ନେଇ ଏହି ପରୀକ୍ଷା କରାଯାଉ ।

ଉଦାହରଣ:
ଦୁଇଟିଯାକ କ୍ଷେତ୍ରରେ ବଲ୍‌ବ ଜଳିବ ନାହିଁ ।


ହଦ୍ଧତ୍ତ୍ର:
ଏହି ପରୀକ୍ଷାରୁ ଜଣାଗଲା ଯେ, ଉଭୟ ଅଲ୍‌କହଲ୍ ଓ ଗ୍ଲୁକୋଜର ଦ୍ରବଣ ବିଦ୍ୟୁତ ପରିବହନ କରେ ନାହିଁ, କାରଣ ଅଲକହଲ୍ (C2H5OH) ଓ ଗ୍ଲ କୋଡ (C6H12O6) ସହ ସଂଯୋଜ୍ୟ ଯୌଗିକ ହୋଇଥିବାରୁ ଜଳୀୟ ଦ୍ରବଣରେ ବିୟୋଜିତ ହୁଅନ୍ତି ନାହିଁ । ଆଲକହଲ୍ ଗ୍ଲା କୋଜ ହାଇଡ୍ରୋଜେନ ଧାରଣ କରିଥିଲେ ମଧ୍ୟ ସେଗୁଡ଼ିକର ଜଳୀୟ ଦ୍ରବଣ ଅମ୍ଳୀୟ ଗୁଣ ଦେଖାନ୍ତି ନାହିଁ ।


🗨
Question 7. ପାତିତ ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ, କିନ୍ତୁ ବର୍ଷାଜଳ ତାହା କରିପାରେ କାହିଁକି ?

Answer:
(i) ଅମ୍ଳୀୟ ଦ୍ରବଣ, କ୍ଷାରୀୟ ଦ୍ରବଣ ଲବଣ ମିଶ୍ରିତ ଜଳ ବିଦ୍ୟୁତ୍ ପରିବହନ କରିଥାଏ । ପାତିତ ଜଳ ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ କିମ୍ବା ଏଥ‌ିରେ କୌଣସି ଲବଣ ମିଶି ନ ଥାଏ । ଏହା ନିଜେ ବିଶ୍ଳେଷିତ ହୋଇପାରେ ନାହିଁ କିମ୍ବା ଏଥ‌ିରେ କୌଣସି ଲବଣର ଆୟନ ନ ଥିବାରୁ ଏହା ବିଦ୍ୟୁତ ପରିବହନ କରିପାରେ ନାହିଁ ।

(ii) କିନ୍ତୁ ବର୍ଷାଜଳରେ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ, ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ଓ ସଲ୍‌ଫର୍ ଡାଇଅକ୍‌ସାଇଡ୍ ଆଦି ଗ୍ୟାସ୍ ସହ ମିଶି ଯଥାକ୍ରମେ କାର୍ବୋନିକ୍ ଅମ୍ଳ, ନାଇଟ୍ରିକ୍ ଅମ୍ଳ ଓ ସଫ୍ୟୁରିକ୍ ଅମ୍ଳ ସୃଷ୍ଟି କରେ । ବିଭିନ୍ନ ଲବଣ ଦ୍ରବୀଭୂତ ହୋଇ ରହିଥିବାରୁ ଏହା ବିଘଟିତ ହୋଇ ଆୟନ ଦେଇଥାଏ । ତେଣୁ ଏହା ବିଦ୍ୟୁତ୍ ପରିବହନ କରିଥାଏ ।


🗨
Question 8. ଅମ୍ଳଗୁଡ଼ିକ ଜଳ ଅନୁପସ୍ଥିତିରେ କାହିଁକି ଅମ୍ଳୀୟ ପ୍ରକୃତି ପ୍ରଦର୍ଶନ କରନ୍ତି ନାହିଁ ?

Answer:
ଅମ୍ଳଗୁଡ଼ିକ ଜଳର ଉପସ୍ଥିତିରେ ବିଘଟିତ ହୋଇ H+ ଆୟନ ଦିଅନ୍ତି । ଜଳର ଅନୁପସ୍ଥିତିରେ ଅମ୍ଳଗୁଡ଼ିକ ବିଘଟିତ ହୋଇ H+ ଆୟନ ଦିଅନ୍ତି ନାହିଁ । ତେଣୁ ଜଳର ଅନୁପସ୍ଥିତିରେ ଏହା ଅମ୍ଳୀୟ ପ୍ରକୃତି ପ୍ରଦର୍ଶନ କରନ୍ତି ନାହିଁ ।


🗨
Question 9. A, B, C, D ଓ E ଚିହ୍ନିତ ପାଞ୍ଚଟି ଦ୍ରବଣକୁ ସର୍ବଜନୀନ ସୂଚକରେ ପରୀକ୍ଷା କଲେ pH ଯଥାକ୍ରମେ 4, 1, 11, 7 ଓ 9 ବୋଲି ଜଣାପଡ଼େ । କେଉଁ ଦ୍ରବଣଟି :

(a) ଅମ୍ଳୀୟ ନୁହେଁ କି କ୍ଷାରୀୟ ନୁହେଁ ?
(b) ସବଳ କ୍ଷାରୀୟ ?
(c) ସବଳ ଅମ୍ଳୀୟ ?
(d) ଦୁର୍ବଳ ଅମ୍ଳୀୟ ?
(e) ଦୁର୍ବଳ କ୍ଷାରୀୟ ?
pH ଗୁଡ଼ିକୁ ହାଇଡ୍ରୋଜେନ୍-ଆୟନ ଗାଢ଼ତାର ବୃଦ୍ଧି କ୍ରମରେ ସଜାଇ ଲେଖ ।


Answer:

PH ଗୁଡ଼ିକୁ ସେମାନଙ୍କ ହାଇଡ୍ରୋଜେନ ଆୟନର ଗାଢ଼ତାର ବୃଦ୍ଧି କ୍ରମରେ ସଜାଇ ଲେଖିଲେ ହେବ: 11 < 9


🗨
Question 10. ସମାନ ଲମ୍ବ ବିଶିଷ୍ଟ ମ୍ୟାଗ୍‌ନେସିୟମ୍ ପାତ ପରୀକ୍ଷାନଳୀ A ଓ Bରେ ନିଆଯାଇଛି । ହାଇଡ୍ରୋକ୍ଲୋରିକ୍ ଏସିଡ୍ (HCl) ପରୀକ୍ଷାନଳୀ, Àରେ ଯୋଗ କରାଯାଇଥିବାବେଳେ ଏସିଟିକ୍ ଏସିଡ୍ (CH3COOH) ପରୀକ୍ଷାନଳୀ, ପରୀକ୍ଷାନଳୀରେ ଗ୍ୟାସ୍ ଅଧ‌ିକ ତୀବ୍ର ବେଗରେ ବୁଦ୍ ବୁଦ୍ ହୋଇ ବାହାରିବ ଏବଂ କାହିଁକି ?

Answer:
(i) ପରୀକ୍ଷାନଳୀ ‘A’ ରେ ହେଉଥ‌ିବା ରାସାୟନିକ ପ୍ରତିକ୍ରିୟା :

(ii) ପରୀକ୍ଷାନଳୀ ‘B’ ରେ ହେଉଥ‌ିବା ରାସାୟନିକ ପ୍ରତିକ୍ରିୟା :

(iii) HCl (ହାଇଡ୍ରୋକ୍ଲୋରିକ୍ ଏସିଡ୍) ଏକ ସବଳ ଅମ୍ଳ, ମାତ୍ର ଏସିଟିକ୍ ଏସିଡ୍ (CH3COOH) ଏକ ଦୁର୍ବଳ ଅମ୍ଳ ।

(iv) ସେଥ‌ିପାଇଁ HCl ଶୀଘ୍ର ବିଘଟିତ ହୋଇ H+ ଓ Cl– ଆୟନ ଦେଇପାରେ ମାତ୍ର CH3COOH ଏକ ଦୁର୍ବଳ ଅମ୍ଳ (Organic Acid) ହୋଇଥିବାରୁ ଏହାର ବିଘଟନ ଶୀଘ୍ର ହୁଏ ନାହିଁ ।

(v) ମ୍ୟାଗ୍ନେସିୟମ୍ ଧାତୁ (Mg) ଶୀଘ୍ର HCl ରୁ ହାଇଡ୍ରୋଜେନ୍‌କୁ ବିସ୍ଥାପିତ କରିପାରେ । ସେଥ‌ିପାଇଁ ପରୀକ୍ଷାନଳୀ (A)ରେ ଗ୍ୟାସ୍ ଅଧ୍ବକ ତୀବ୍ର ବେଗରେ ବୁଦ୍ ବୁଦ୍ ହୋଇ ବାହାରେ ।


🗨
Question 11. ତଟକା କ୍ଷୀରର pH, 6 ଅଟେ । ଏହା ଦହିରେ ପରିଣତ ହେଉଥ‌ିବାବେଳେ ଏହାର pH କିପରି ବଦଳୁଥ‌ିବ ବୋଲି ତୁମେ ଭାବୁଛ ? ଉତ୍ତର ବୁଝାଇ ଲେଖ ।

Answer:
(i) , ଦହି ହେଉଛି ଏକ ଏସିଡ୍ । ଏହାର ନାମ ‘ଲାକ୍‌ଟିକ୍ ଏସିଡ୍’ । ଲାକ୍ସୋବାସିଲସ୍ ନାମକ ଅଣୁଜୀବଦ୍ଵାରା ଦୁଧ ଦହିରେ ପରିଣତ ହୋଇଥାଏ ।
(ii) ତଟକା କ୍ଷୀରର pH 6 । ଏହା ଦହିରେ ପରିଣତ ହେଉଥ‌ିବାବେଳେ ଏହାର pH ନିଶ୍ଚିତ ଭାବରେ ଠିରୁ ଜମୁଥୁବ । (ଅମ୍ଳର pH 7ରୁ କମ୍ ହୋଇଥାଏ ।) । କାରଣ କ୍ଷୀର ଅପେକ୍ଷା ଦହି ଅଧିକ ଅମ୍ଳୀୟ । ଅମ୍ଳରେ ପରିଣତ ହୁଏ ।


🗨
Question 12. ଜଣେ କ୍ଷୀରବାଲା ତଟକା କ୍ଷୀରରେ ଖୁବ୍ କମ୍ ପରିମାଣର ଖାଇବା ସୋଡ଼ା ମିଶାଏ । (a) ସେ କାହିଁକି ତଟକା କ୍ଷୀରର pH, 6ରୁ ସମାନ୍ୟ କ୍ଷାରୀୟ ଅବସ୍ଥାକୁ ପରିବର୍ତ୍ତନ କରିଦିଏ ? (b) ଏହି କ୍ଷୀର, ଦହିରେ ପରିଣତ ହେବା ପାଇଁ କାହିଁକି ଅଧ୍ଵ ସମୟ ନିଏ ।

Answer:
ଖାଇବା ସୋଡ଼ା (NaHCO)ର ରାସାୟନିକ ନାମ ‘ ସୋଡ଼ିୟମ୍ ବାଇକାର୍ବୋନେଟ୍ ’’ । ଧାତବ ଲବଣଗୁଡ଼ିକ (ଧାତବ କାର୍ବୋନେଟ୍ ବା ଧାତବ ବାଇକାର୍ବୋନେଟ୍) ସାଧାରଣତଃ କ୍ଷାରୀୟ ହୋଇଥାନ୍ତି । (a) ତଟକା କ୍ଷୀର (pH = 6) ରେ ସାମାନ୍ୟ ଖାଇବା ସୋଡା ମିଶାଇଲେ ତାହା ସାମାନ୍ୟ କ୍ଷାରୀୟ ଅବସ୍ଥା (pH > 7)କୁ ପରିବର୍ତ୍ତିତ ହୋଇଥାଏ । ଏହାଫଳରେ କ୍ଷୀର ସହଜରେ ଛିଣ୍ଡି ଯାଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ ।


(b)ଦହି ଏକ ଏସିଡ୍ ଯାହାକି ଏକ ଜୈବିକ ଅମ୍ଳ (Organic Acid) । ଏହାର pH, ତଟକା କ୍ଷୀରର pH ଠାରୁ ଯଥେଷ୍ଟ କମ୍ । ଲାକ୍ସୋବାସିଲସ୍ ନାମକ ଅଣୁଜୀବ ଦ୍ଵାରା ତଟକା କ୍ଷୀର ଦହିକୁ ପରିବର୍ତ୍ତିତ ହୋଇଥାଏ । ଏହାଫଳରେ ସୃଷ୍ଟି ହେଉଥ‌ିବା ଲାକ୍‌ଟିକ୍ ଏସିଡ଼, ବେକିଂ ସୋଡ଼ା ସହ ରାସାୟନିକ ପ୍ରତିକ୍ରିୟା କରିଥାଏ । ତେଣୁ କ୍ଷୀର, ଦହିରେ ପରିଣତ ପାଇଁ ଅଧ‌ିକ ସମୟ ଲାଗିଥାଏ ।


🗨
Question 13. ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌କୁ ଏକ ଆର୍ଦ୍ରତା-ପ୍ରତିରୋଧ ପାତ୍ରରେ ରଖୁବା ଉଚିତ । କାହିଁକି ବୁଝାଇ ଲେଖ ।

Answer:
(i) ପ୍ଲାଷ୍ଟର ଅଫ୍ ପ୍ୟାରିସ (CaSO412H2O) ଜଳ ସଂସ୍ପର୍ଶରେ ଆସିଲେ ଜିପସମ୍‌ରେ (CaSO4 2H2O) ପରିବର୍ତ୍ତିତ ହୋଇ କଠିନ ହୋଇଯାଏ ।

(ii) ସେଥ‌ିପାଇଁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌କୁ ଆର୍ଦ୍ରତା-ପ୍ରତିରୋଧ ପାତ୍ରରେ ରଖୁବା ଉଚିତ ।


🗨
Question 14. ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କ’ଣ ? ଦୁଇଟି ଉଦାହରଣ ଦିଅ ।

Answer:
ଯେଉଁ ପ୍ରତିକ୍ରିୟାରେ ଅମ୍ଳ କ୍ଷାରକ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରେ, ତାହାକୁ ପ୍ରଶମନୀକରଣ କୁହାଯାଏ ।
ଉଦାହରଣ:


🗨
Question 15. ଧୋଇବା ସୋଡ଼ା ଓ ଖାଇବା ସୋଡ଼ାର ଦୁଇଟି ଲେଖାଏଁ

Answer:
ଧୋଇବା ସୋଡ଼ାର ବ୍ୟବହାର:
ବ୍ୟବହାର ଲେଖ ।
(i) ଜଳର ସ୍ଥାୟୀ ଖରତ୍ଵ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

(ii) ବୋରାକସ୍ ପରି ସୋଡ଼ିୟମ୍‌ ଯୌଗିକଗୁଡ଼ିକୁ ଉତ୍ପାଦନ ପାଇଁ ଏହା ବ୍ୟବହୃତ ହୁଏ ।


ଖ|ଇବା ପେ|ଡ୍|ରେ ବ୍ୟବହାର:
(i) ଖାଇବା ସୋଡ଼ା (NaHCO3) ଉତ୍ତପ୍ତ ଅବସ୍ଥାରେ ବିଘଟିତ ହୋଇ CO2 (କାର୍ବନ ଡାଇଅକ୍‌ସାଇଡ୍) ବୁଦ୍‌ବୁଦ୍ ଆକାରରେ ଛାଡ଼େ ଓ ପାଉଁରୁଟି, କେକ୍, ବିସ୍କୁଟ୍ ଆଦିକୁ ଫୁଲାଇଦେଇ ନରମ ଓ ସଚ୍ଛିଦ୍ର

(ii) ପେଟରେ ଅମ୍ଳୀୟ ଦୋଷକୁ ଦୂର କରିବାପାଇଁ ଏହା ଔଷଧ ଭାବରେ ବ୍ୟବହାର କରାଯାଏ ।


🗨