10th Class Sanskrit (ସଂସ୍କୃତ ) - Chapter 1 सुशिष्य: उपमन्यु:(ସୁଶିଷ୍ୟ ଉପମନ୍ୟୁ ) All Question With Answer
↓ Question & Answer ↓
( ନିଜଭାଷୟା ପରାୟଶଃ ବାକ୍ଯତ୍ରୟେଣ ଉତ୍ତରଂ ଲିଖତ)
(ନିଜ ଭାଷାରେ ପ୍ରାୟ ତିନୋଟି ବାକ୍ୟରେ ଉତ୍ତର ଲେଖ ।)
(क) उपमन्यु: क्थ गुरवे सर्व भौक्षयं न्यबेदयेत् ?
( ଉପମନ୍ୟୁଃ କଥଂ ଗୁରବେ ସର୍ବଂ ଭୈକ୍ଷ୍ଯଂ ନ୍ଯବେଦୟତ ?)
(ଉପମନୁ୍ୟୁ କାହିଁକି ଗୁରୁଙ୍କୁ ସବୁ ଭିକ୍ଷା ଅର୍ପଣ କରୁଥ୍ଲେ ?)
ଉ- ବ୍ୟାସଦେବ ବିରଚିତ ମହାଭାରତରେ ବର୍ଣ୍ଣିତ ସୁଶିଷ୍ଯ ଉପମନ୍ୟୁଙ୍କରଗୁରୁ ଥୁଲେ ରଷି ଧୌମ୍ୟ ।
ଗୁରୁଙ୍କ ନିର୍ଦ୍ଦେଶରେ ସେ ଦିନରେ ଗୋଚାରଣ କରି ସନ୍ଧ୍ୟାରେ ତାଙ୍କ ସମ୍ମୁଖରେପ୍ରଣାମ କରି ଉପସ୍ଥିତ ହେଉଥିଲେ । ଭିକ୍ଷାଲବ୍ଧ ଦ୍ରବ୍ୟଦ୍ଵାରା ଜୀବିକା ନିର୍ବାହ କରି ହୃଷ୍ଟପୁଷ୍ଟ ଥୁବା ଉପମନ୍ୟୁ ଗୁରୁଙ୍କ ଆଦେଶରେ ସମସ୍ତ ଭିକ୍ଷାପ୍ରାପ୍ତ ଦ୍ରବ୍ଯ ଗୁରୁଙ୍କୁ ପ୍ରଦାନ କରୁଥିଲେ ।
(ख)“नैतत् न्याय्यम्”' इति गुरो: कथनस्य कः अभिप्राय: ?
("ନୈତତ୍ ନ୍ୟାଯ୍ୟମ୍" ଇତି ଗୁରୋଃ କଥନସ୍ଯ କଃ ଅଭିପ୍ରାୟଃ ?)
(ଏହା ନ୍ୟାୟସଙ୍ଗତ ନୁହେଁ ବୋଲି ଗୁରୁଙ୍କ ଉକ୍ତିର ଉଦ୍ଦେଶ୍ୟ କ'ଣ ?)
ଉ- ସୁଶିଷ୍ଯ ଉପମନ୍ଯୁ ଗୁରୁଧୌମ୍ୟଙ୍କ ଆଦେଶ କ୍ରମେ ପ୍ରଥମ ଭିକ୍ଷାର୍ଜିତ ସମସ୍ତ ଦ୍ରବ୍ଯ ଗୁରୁଙ୍କୁ ପ୍ରଦାନ
କରୁଥିଲେ । କିନ୍ତୁ ସେ ପୁନର୍ବାର ଭିକ୍ଷାବୃଭି ଅବଲମ୍ବନ କରି ଯାହା ପାଉଥ୍ଲେ ସେଥ୍ରେ ସେ
ଜୀବିକାର୍ଜନ କରି ହୃଷ୍ଟପୁଷ୍ଟ ଥୁଲେ । ଏହା ଗୁରୁଙ୍କ ସମ୍ମୁଖରେ ପ୍ରକାଶ କରିବାରୁ ଗୁରୁ ଏହା ନ୍ୟାୟୋଚିତ
ନୁହେଁ ବୋଲି ମତବ୍ଯକ୍ତ କରିଥୁଲେ ।
(ग). उपमन्यु: क्थं दृष्टिहीन: सन् कूपे अपतत् ?
( ଉପମନ୍ୟୁଃ କଥଂ ଦୃଷ୍ଟିହୀନଃସନ୍ କୂପେ ଅପତତ୍ ?)
( ଉପମନ୍ୟୁ କିପରି ଦୃଷ୍ଟିହୀନ ହୋଇ କୂଅରେ ପଡ଼ିଗଲେ ?)
ଉ- "ଭୁକ୍ଷିତଃ କିଂ ନ କରୋତି ପାପମ୍”ଅର୍ଥାତ୍ ଭୋକିଲା ବ୍ଯକ୍ତି କ'ଣ ବା ପାପ ନ କରେ ? ଏକଦା
ସୁଶିଷ୍ୟ ଉପମନ୍ୟୁ ଗୁରୁଙ୍କ ନିର୍ଦ୍ଦେଶରେ ଆହାର ବୃଭି ପାଇଁ ଆଦରି ନେଇଥିବା ଭିକ୍ଷାବୃଭି ଲବ୍ଧ ସମସ୍ତ
ଦ୍ରବ୍ଯ ଗୁରୁଙ୍କୁ ଦେଇଦେଲେ । ଗୁରୁ ତାଙ୍କୁ ସମସ୍ତ ଉପାୟରୁ ମଧ୍ଯ ବାରଣ କଲେ । ସୁତରାଂ ଏକଦା
କ୍ଷୁଧାର୍ତ୍ତଉପମନ୍ଯୁ କ୍ଷୁଧା ଜ୍ବାଳାରେ ବଣରେ ବୁଲୁଥୁବା ବେଳେ ଅରଖ ପତ୍ରଗୁଡ଼ିକ ଖାଇ ଦୃଷ୍ଟିଶକ୍ତି
ହରାଇ ଗୋଟିଏ କୂଅ ମଧ୍ୟରେ ପଡିଗଲେ ।
(घ) केन भाबेन उपमन्यु: चक्षुर्दूयंप्राप्तबान् ?
( କେନ ଭାବେନ ଉପମନୁଯୁଃ ଚକ୍ଷୁର୍ଦ୍ୟୟଂପ୍ରାପ୍ତବାନ?)
(କିପରି ଉପମନ୍ୟୁ ଚକ୍ଷୁଦୁଇଟି ଲାଭ କଲେ ?)
ଉ-- ସୁଶିଷ୍ୟ ଉପମନ୍ୟୁ ଗୁରୁ ଧୌମ୍ୟଙ୍କ ନିର୍ଦ୍ଧେଶକ୍ରମେଜୀବିକାନିର୍ବାହ ପାଇଁ କୌଣସି ବୃତ୍ତିକୁଆପଣାଇ ପାରିଲେ
ନାହିଁ । କ୍ଷୁଧା ହେତୁ ଅରଖପତ୍ର ଖାଇ ଗୋଟିଏ କୂପ ମଧ୍ଯରେ ଅଜାଣତରେ ପଡ଼ିଗଲେ । ଗୁରୁ ଧୌମ୍ୟ ଏହି
ସମସ୍ତ ବିଷୟ ଅବଗତ ହେଲାପରେ ଉପମନ୍ୟୁଙ୍କୁ ସ୍ଵର୍ଗବୈଦ୍ୟ ଅଶ୍ଵିନୀକୁମାର ଦ୍ଵୟଙ୍କୁ ସ୍ତୁତି କରିବାକୁ
ପରାମର୍ଶ ଦେଲେ । ତାଙ୍କ ସ୍ତୁତିରେ ତଥା ଗୁରୁଭକ୍ତିରେ ପ୍ରସନ୍ନ ହୋଇ ଅଶ୍ଵିନୀକୁମାର ଦୁହେଁ ଉପମନ୍ୟୁକୁ
ଗୋଟିଏ ପିଠା ଖାଇବାକୁ ଦେଲେ । ସେହି ପିଠାଟି ଖାଇବାପରେ ଉପମନ୍ୟୁ ଦୃଷ୍ଟିଶକ୍ତି ଫେରିପାଇଲେ ।
(ङ)प्रतिमान् उपाधाय: उपमन्युं किम् अबदत् ?
( ପ୍ରତିମାନ୍ ଉପାଧାୟଃ ଉପମନ୍ୟୁଂ କିମ୍ ଅବଦତ ? )
(ପ୍ରୀତ ହୋଇ ଉପାଧ୍ୟାୟ ଉପମନ୍ୟୁଙ୍କୁ କ'ଣ କହିଲେ ?)
ଉ-- ଗୁରୁ ଧୌମ୍ୟ ସୁଶିଷ୍ୟ ଉପମନ୍ୟୁ ଉପରେ ସନ୍ତୁଷ୍ଟ ହୋଇ କହିଲେ“ହେ ବତ୍ସ ! ସ୍ବର୍ଗବୈଦ୍ୟ ଅଶ୍ଵିନୀକୁମାର
ଦୁଇଜଣ ଯେପରି କହିଲେ ତୁମର ସେପରି ମଙ୍ଗଳ ହେବ । ସମସ୍ତ ବେଦ ଓ ସବୁ ଧର୍ମଶାସ୍ତ୍ରରେ ତୁମେ
ପାରଙ୍ଗମ ହେବ । ତୁମେ ସର୍ବ ଶାସ୍ତ୍ରଜ୍ଞହେବ ।
(ସଂକ୍ଷେପେଣ ଉତ୍ତରଂ ଲିଖତ ।)
(ସଂକ୍ଷେପରେ ଉତ୍ତର ଲେଖ)
(क) उपमन्योः गुरोर्नाम किम् ?
( ଉପମନ୍ୟୋଃ ଗୁରୋର୍ନାମ କିମ୍ ?)
(ଉପମନୁ୍ୟୁଙ୍କ ଗୁରୁଙ୍କ ନାମ କ'ଣ ?)
ଉ- ସୁଶିଷ୍ୟ ଗୁରୁଭକ୍ତ ଉପମନ୍ୟୁଙ୍କ ଗୁରୁଙ୍କ ନାମ ଧୌମ୍ୟ ।
(ख) उपाध्यायः गोरक्षणाय कं प्रेषयति स्म ?
( ଉପାଧାୟ ଗୋରକ୍ଷଣାୟ କଂ ପ୍ରେଷୟତି ସ୍ମ ?)
(ଗୁରୁ ଗାଈ ଜଗିବାକୁ କାହାକୁ ପଠାଉଥିଲେ ?)
ଉ - ଉପାଧ୍ୟାୟ ଧୌମ୍ୟ ଗାଈ ଜଗିବାପାଇଁ ତାଙ୍କର ସୁଶିଷ୍ୟ ଉପମନ୍ୟୁକୁ ପଠାଇଥିଲେ ।
(ग) उपमन्युः केन वृत्तिं करोति स्म ?
( ଉପମନ୍ୟୁଃ କେନ ବୃତ୍ତିଂକରୋତି ସ୍ମ ?)
(ଉପମନ୍ୟୁ କିପରି ଆହାର ଗ୍ରହଣ କରୁଥିଲେ ?)
ଉ- ଧୌମ୍ୟଙ୍କ ଶିଷ୍ୟ ଉପମନ୍ୟୁ ଭିକ୍ଷାଲବ୍ଧ ଦ୍ରବ୍ୟଦ୍ଵାରା ଜୀବିକାନିର୍ବାହ କରୁଥିଲେ ।
(घ) सायम् उपमन्युः कुत्र स्थित्वा नमस्करोति स्म ?
( ସାୟମ୍ ଉପମନୁୟୁଃ କୁତ୍ର ସ୍ଥିତ୍ବା ନମସ୍କରୋତି ସ୍ମ ?)
(ସନ୍ଧ୍ୟାରେ ଉପମନ୍ୟୁ କେଉଁଠି ରହି ପ୍ରଣାମ କରୁଥିଲା ?)
ଉ- ଧୌମ୍ୟ ଋଷିଙ୍କ ସୁଶିଷ୍ୟ ଉପମନ୍ୟୁ ଦିନରେ ଗାଈ ଜଗି ସନ୍ଧ୍ୟା ସମୟରେ ଗୁରୁଙ୍କ ସମ୍ମୁଖରେ ଉପସ୍ଥିତ ରହି ନମସ୍କାର କରୁଥିଲେ ।
(ङ) भैक्ष्येण केषां वृत्त्युपरोधं करोषि इति गुरुः प्रत्यवदत् ?
(ଭୈକ୍ଷୋଣ କେରାଂ ବୃତ୍ଯୁପ୍ରୋଧ୍ୟ କରୋଷି ଇତି ଗୁରଃ ପ୍ରତ୍ୟବଦତ୍ ?)
(ଭିକ୍ଷାଦ୍ବାରା କେଉଁମାନଙ୍କ ଜୀବିକାରେ ବାଧା ହେଉଛି ବୋଲି ଗୁରୁ କହିଲେ ?)
ଉ- ଗୁରୁ ଧୌମ୍ୟ ଉପମନ୍ୟୁ ଦ୍ବିତୀୟଥର ଭିକ୍ଷାଗ୍ରହଣ କରୁଥିବାର ଜାଣି କହିଲେ, “ବତ୍ସ ! ଏହାଦ୍ଵାରା ତୁମେ ଅନ୍ୟ ଭିକ୍ଷାଜୀବୀମାନଙ୍କ ଜୀବିକାରେ ବାଧା ସୃଷ୍ଟି କରୁଛ ।’’
(च) क्षुधार्त्तः उपमन्युः कानि अभक्षयत् ?
(କ୍ଷୁଧାର୍ତ୍ତ ଉପମନ୍ୟୁଃକାନି ଅଭକ୍ଷୟତ ?)
( କ୍ଷୁଧାର୍ତ୍ତ ଉପମନ୍ୟୁ କ'ଣ ଖାଇଥିଲା ?)
ଉ- ଗୁରୁ ଧୌମ୍ୟଙ୍କ ସୁଶିଷ୍ୟ ଉପମନ୍ୟୁ କ୍ଷୁଧା ହେତୁ ଅରଖପତ୍ରଗୁଡ଼ିକ ଖାଇଦେଲେ ।
(छ) उपमन्युः गच्छन् कुत्र अपतत् ?
( ଉପମନ୍ୟୁଃ ଗଚ୍ଛନ କୁତ୍ର ଅପତତ୍ ?)
(ଉପମନ୍ୟୁ ଯାଉ ଯାଉ କେଉଁଠି ପଡ଼ିଗଲେ ?)
ଉ- ଗୁରୁ ଧୌମ୍ୟଙ୍କ ସୁଶିଷ୍ୟ ଉପମନ୍ୟୁ ଅରଖପତ୍ରଗୁଡ଼ିକ ଖାଇ ଦୃଷ୍ଟିହୀନ ହୋଇ ମାର୍ଗରେ ଯାଉଥିବାବେଳେ ଗୋଟିଏ କୂପ ମଧ୍ଯରେ ପଡ଼ିଗଲେ ।
(ज) कैः सार्द्धम् उपाध्यायः वनमगच्छत् ?
( କୈଃ ସାର୍ଦ୍ଧମ୍ଉପାଧାୟଃବନମଗଚ୍ଛତ୍ ?)
(କେଉଁମାନଙ୍କ ସହିତ ଗୁରୁ ବଣକୁ ଗଲେ ?)
ଉ- ସନ୍ଧ୍ୟା ସମୟରେ ଉପମନ୍ୟୁ ନ ଫେରିବାରୁ ଗୁରୁ ଧୌମ୍ୟ ଅନ୍ୟ ଶିଷ୍ୟମାନଙ୍କ ସହିତ ଉପମନ୍ୟୁଙ୍କୁ ଖୋଜିବାକୁ ବଣକୁ ଯାଇଥିଲେ ।
(झ) उपमन्युः कौ स्तुतवान् ?
( ଉପମନ୍ୟୁ କେଉଁ ଦୁଇଜଣଙ୍କୁ ପ୍ରାର୍ଥନା କଲେ ?)
ଉ- ଗୁରୁ ଧୌମ୍ୟଙ୍କ ନିର୍ଦ୍ଦେଶକ୍ରମେ ସୁଶିଷ୍ୟ ଉପମନ୍ୟୁ ସ୍ୱର୍ଗବୈଦ୍ୟ ଅଶ୍ୱିନୀକୁମାରଦ୍ଵୟଙ୍କୁ ପ୍ରାର୍ଥନା କଲେ ।
(ञ) कौ देबभीसेजौ स्त:?
(କୌ ଦେବଭିଷଜୌ ସ୍ତଃ?)
(କେଉଁ ଦୁଇଜଣ ଦେବବୈଦ୍ୟ ?)
ଉ– ଅଶ୍ୱିନୀକୁମାର ଦୁହେଁ ଦେବବୈଦ୍ୟ ଅଟନ୍ତି ।
( ट ) किं साधूकत्म ?
(କିଂ ସାଧୂକ୍ତମ୍ ?)
(କ'ଣ ଯଥାର୍ଥରେ କୁହାଯାଇଛି ?)
ଉ- ସାଧୁମାନେ କୁହନ୍ତି – ଗୁରୁଭକ୍ତିଦ୍ୱାରା କ’ଣ ବା ସିଦ୍ଧି ଲାଭ ନ ହୁଏ ?(କ'ଣ ଯଥାର୍ଥରେ କୁହାଯାଇଛି ?)
(ବନ୍ଧନୀମଧ୍ଯାତ୍ ରେଖାଙ୍କିତପଦସ୍ୟ କାରକବିଭକ୍ତିଗତଂ ଶୁଦ୍ଧମ୍ ଉତ୍ତରଂ ଚିନୁତ ।)
(ବନ୍ଧନୀ ମଧ୍ଯରୁ ରେଖାଙ୍କିତ ପଦମାନଙ୍କର କାରକ ବିଭକ୍ତିଗତ ଶୁଦ୍ଧ ଉତ୍ତର ବାଛ।)
(क) गुरुः तं हृष्टपुष्टं दृष्ट्वा उवाच । (कर्त्तरि प्रथमा, उक्ते कर्मणि प्रथमा, अव्यययोगे प्रथमा)
ଗୁରଃ ତଂ ହୃଷ୍ଟପୁଷ୍ଟେ ଦୃଷ୍ଟା ଉବାଚ । (କର୍ତ୍ତରି ପ୍ରଥମା, ଉକ୍ତ କର୍ମଣି ପ୍ରଥମା, ଅବ୍ୟୟଯୋଗେ ପ୍ରଥମା)
ଉ一କର୍ତ୍ତରି ପ୍ରଥମା
(ख) गुरवे सर्वं भैक्ष्यं न्यवेदयत् । (निवेदनार्थे चतुर्थी, निमित्तार्थे चतुर्थी, सम्पद्यमाने चतुर्थी)
ଗୁରବେ ସର୍ବଂ ଭୈକ୍ଷାଂ ନ୍ୟବେଦୟତ୍ । (ନିବେଦନାର୍ଥେ ଚତୁର୍ଥୀ, ନିମିତ୍ତାର୍ଥେ ଚତୁର୍ଥୀ, ସମ୍ପଦ୍ୟମାନେ ଚତୁର୍ଥୀ)
ଉ一 ନିବେଦନାର୍ଥେ ଚତୁର୍ଥୀ
(ग) गुरुस्तं सर्वेभ्यः न्यवारयत् ।
(वारणार्थानामीप्सितः इति पञ्चमी, अपादाने पञ्चमी, निवृत्त्यर्थे पञ्चमी)
ଗୁରୁସ୍ତଂ ସର୍ବେଭିଂ ନ୍ୟବାରୟତ୍ ।
( ବାରଣାର୍ଥାନାମୀପ୍ସିତଃ ଇତି ପଞ୍ଚମୀ, ଅପାଦାନେ ପଞ୍ଚମୀ, ନିବୃତ୍ତ୍ୟର୍ଥେ ପଞ୍ଚମୀ)
ଉ一
(घ) वत्स ! इममपूपं भक्षय । (कर्त्तरि प्रथमा, सम्बोधने प्रथमा, अव्यययोगे प्रथमा)
ବସ୍ତ୍ର ! ଇମମପୂପଂ ଭକ୍ଷୟ। (କର୍ତ୍ତରି ପ୍ରଥମା, ସମ୍ବୋଧନେ ପ୍ରଥମା, ଅବ୍ୟୟଯୋଗେ ପ୍ରଥମା)
ଉ一 ସମ୍ବୋଧନେ ପ୍ରଥମା
(ङ) श्रेयः ते भविष्यति । (सम्बन्धे षष्ठी, कृत्योगे षष्ठी, अनादारे षष्ठी)
ଶ୍ରେୟଃ ତ୍ରେ ଭବିଷ୍ୟତି । (ସମ୍ବନ୍ଧେ ଷଷ୍ଠୀ, କୃତ୍ଯୋଗେ ଷଷ୍ଠୀ, ଅନାଦରେ ଷଷ୍ଠୀ)
ଉ一 ସମ୍ବନ୍ଧେ ଷଷ୍ଠୀ
(च) तस्मात् सः अन्विष्यताम् । (उक्ते कर्मणि प्रथमा, कर्त्तरि प्रथमा, अव्यययोगे प्रथमा)
ତସ୍ମାତ୍ ଡଃ ଅନ୍ବିଷ୍ୟତାମ୍ । ( ଉକ୍ତେ କର୍ମଣି ପ୍ରଥମା, କର୍ତ୍ତରି ପ୍ରଥମା, ଅବ୍ୟୟଯୋଗେ ପ୍ରଥମା)
ଉ一 ଉକ୍ତେ କର୍ମଣି ପ୍ରଥମା
(छ) नयनाभ्याम् अन्धः सन् भ्रमन् अस्मिन् कूपे पतितोऽहम् ।
(अङ्गविकारे तृतीया, सहार्थे तृतीया, ऊनार्थे तृतीया)
ନୟନାଭ୍ଯାମ୍ର ଅକ୍ଷାଂ ସନ୍ ଭ୍ରମନ୍ ଅସ୍ମିନ୍ କୂପେ ପତିତୋ ଽହମ୍ ।
(ଅଙ୍ଗବିକାରେ ତୃତୀୟା, ସହାର୍ଥେ ତୃତୀୟା, ଊନାର୍ଥେ ତୃତୀୟା)
ଉ一 ଅଙ୍ଗବିକାରେ ତୃତୀୟା
(ज) तौ देवभिषजौ त्वां चक्षुष्मन्तं करिष्यतः ।
(कर्मणि द्वितीया, क्रियाविशेषणे द्वितीया, अत्यन्तसंयोगे द्वितीया)
ତୌ ଦେବଭିଷଜୌ ତ୍ବା ଚକ୍ଷୁଷ୍ମନ୍ତ କରିଷ୍ୟତଃ ।
(କର୍ମଣି ଦ୍ବିତୀୟା, କ୍ରିୟା ବିଶେଷଣେ ଦ୍ଵିତୀୟା, ଅତ୍ୟନ୍ତ ସଂଯୋଗେ ଦ୍ଵିତୀୟା)
ଉ一 କର୍ମଣି ଦ୍ବିତୀୟା