5th Class English - Part 1-Lesson 3 The Little Round Bun (2) All Question With Answer
By and by it met a wolf. The wolf said,“Stop little round bun, I'm going to eat you up.”
“Don’t do that wolf. Let me sing you a song,” said the bun and began to sing.
“Taken ....... Grandma,
I ran away from the rabbit,
And I'll run away from the wolf,
This minute I'll”,
And off it rolled away.
Next the little round bun met a bear and sang the same song. And off it rolled away.
ଏହାପରେ ଛୋଟ ଗୋଲ ବନ୍ଟି ଏକ ଗଧିଆ ସହିତ ସାକ୍ଷତ କଲା । ଗଧିଆ କହିଲା ,"ରହ, ଛୋଟ ଗୋଲ ବନ୍ ମୁ ତତେ ଖାଇବି "।
“ ତାହା କର ନାହିଁ ଗଧିଆ | ମୋତେ ତମ ପାଇଁ ଏକ ଗୀତ ଗାଇବାକୁ ଦିଅ”, ଏହା କହି ବନ୍ ଟି ଗୀତ ଗାଇବାକୁଲାଗିଲା ।
ନେଲା ... ଜେଜେମା,
ମୁଁ ଠେକୁଆ ପାଖରୁ ଦୌଡ଼ି ପଳେଇଆସିଲି,
ଏବଂ ମୁଁ ଗଧ୍ଆଠାରୁ ବି ଦୌଡ଼ି ପଳେଇବି,
ଏହି କ୍ଷଣେ,
ଓ ଦେଖୁ ଦେଖୁ ସେ ଗଡ଼ି ଗଡ଼ି ଦୂରକୁ ଚାଲିଗଲା ।
ଏହାପରେ ଛୋଟ ଗୋଲ ବନ୍ଟି ଏକ ଭାଲୁ ସହିତ ସାକ୍ଷାତ କଲା ଓ ତାହାକୁ ମଧ୍ଯ ଏହିପରି ଏକ ଗୀତ ଶୁଣାଇଲା ଏବଂ ଗଡ଼ି ଗଡ଼ି ଦୂରକୁ ଚାଲିଗଲା ।
↓ Question & Answer ↓
(1) Whom did the bun meet in this part of the story?
(ବନ୍ଟି କାହାଣୀ ର ଏହି ଭାଗରେ କାହା ସହିତ ସକ୍ଷାତକଲା |)
Ans:- The bun first met the wolf in this part of story.
(2) Did the wolf want to eat him up?
(ଗଧ୍ଆଟି କ'ଣ ତାକୁ ଖାଇବାକୁ ଚାହୁଁଥୁଲା ?)
Ans:- yes, the wolf the wolf wanted to eat the bun.
(3) Did the bun sing a song to the wolf?
(ବନ୍ଟି କ'ଣ ଗଧ୍ଆକୁ ଗୀତଟି ଶୁଣାଇଲା ?)
Ans:- Yes, the bun sang a song to the wolf.
(4) Is this song similar to or different from the song he sang before the rabbit?
(ଗୀତଟି କ”ଣ ଠେକୁଆକୁ ଶୁଣାଇଥ୍ବା ଗୀତ ପରି ନା ତା ଠାରୁ ଅଲଗା ?)
Ans:- Yes, it was the same song he sang before the rabbit.
(5) Was he able to run away from the wolf?
( ବନ୍ଟି କ'ଣ ଗଧ୍ଆଠାରୁ ଖସି ପଳେଇବାକୁ ସକ୍ଷମ ହେଲା ?)
Ans:- Yes the bun was able to ran away from the wolf.
(6) Did he also sing the same song to the bear?
(କଣ ସେ ଭାଲୁକୁ ବି ଏକା ଗୀତ ଶୁଣାଇଲା )
Ans:-Yes, he sang the same song to the bear.
(7) Was he able to run away from the bear?
( କ'ଣ ଭାଲୁଠାରୁ ଖସି ପଳେଇବାକୁ ସକ୍ଷମ ହେଲା )
Ans:- Yes, he was able to run away from the bear.
1. VMDT (Visual Memory Development Technique) : ( ଭିଜୁଆଲ୍ ମେମୋରୀ ଡେଭେଲପ୍ମେଣ୍ଟ୍ ଟେକ୍ନିକ୍) ( ଦୃଶ୍ୟ ସ୍ମୃତି ବିକାଶ / ଉନ୍ନୟନ କୌଶଳ)
1. VMDT (Visual Memory Development Technique) :
( ଭିଜୁଆଲ୍ ମେମୋରୀ ଡେଭେଲପ୍ମେଣ୍ଟ୍ ଟେକ୍ନିକ୍) ( ଦୃଶ୍ୟ ସ୍ମୃତି ବିକାଶ / ଉନ୍ନୟନ କୌଶଳ)
little round bun, met a wolf, met a bear
(ଲିଟିଲ୍ ରାଉଣ୍ଟ୍ ବନ୍, ମେଟ୍ ଏ ଉଲ୍ଫ୍, ମେଟ୍ ଏ ବିଅର୍)
(ଛୋଟ ଗୋଲାକୃତି ବନ୍, ଏକ ଗଧିଆ ଭେଟିଲା, ଏକ ଭାଲୁକୁ ଭେଟିଲା )
2. Listening:
Your teacher will read aloud the first four lines of the song.
You listen to him/her mindfully and fill in the gaps.
(ତୁମମାନଙ୍କ ଶିକ୍ଷକ ଗୀତର ପ୍ରଥମ ଚାରିଧାଡ଼ି ଉଚ୍ଚ ସ୍ଵରରେ ପଠନ କରିବେ | ତୁମେମାନେ ତାଙ୍କୁ ମନଦେଇ ଶୁଣିବ
ଏବଂ ଶୂନ୍ଯସ୍ଫାନଗୁଡ଼ିକ ପୂରଣ କର |)
Answer:
Taken out of flour box ,
Made into a dough
And baked in the oven,
And cooled on the sill.
(a) Answer the following questions.
( ନିମ୍ନଲିଖୂତ ପ୍ରଶ୍ନଗୂଡ଼ିକର ଉତ୍ତର ଦିଅ )
(i) Whom did the bun meet first in this part?
( କାହାଣୀର ଏହି ଭାଗରେ ବନ୍ଟି ପ୍ରଥମେ କାହାକୁ ଭେଟିଲା ?)
Ans:- The bun met first with the wolf in this part
(ii) Whom did the bun meet next?
(ବନ୍ଟି ତାହାପରେ କାହାକୁ ଭେଟିଲା ? )
Ans:- The bun next met with the bear.
(iii) Did he sing the same song to both?
(ସେ କ'ଣ ସେ ଦୁହିଁଙ୍କୁ ଏକା ଭଳି ଗୀତ ଶୁଣେଇଲା 7?
Ans:- Yes, he sang same song to both.
(b) Write in detail what the bun did with the bear. You can do this by reading what he did to the rabbit and the wolf. He did the same thing here also.
(ପିଠା ଭାଲୁ ସହିତ କଂଣ କଲା ସବିଶେଷ ଲେଖ | ସେ ଠେକୁଆ ଓ ଗଧୁଆ ସହ କ'ଣ କରିଥିଲା
ତାହା ପଢ଼ି ତୁମେ ଏହା କରିପାରିବ | ସେ ଏଠାରେ ମଧ୍ଯ ସେହି କଥା କଲା ।)
Ans:- Ans. “Don’t do that bear. Let me sing you a song’ said the bun and it began
“Taken out of flour box
Made into a dough
And baked in a oven
And cooled on the sill
I ran away from Grandpa
I ran away from Grandma
And I'll run away from the bear
This minute I'll.”
And off it rolled away. |
OR
When the bear met the bun and _ said he would eat it up, the bun begged
the bear not to do that. Rather it would sing a song for him and he began
। to sing. Meanwhie it rolled away from the bear and saved it’s life.