5th Class English - Part-2 Main Lesson 1 Rain All Question With Answer

Text (ଅନୁବାଦ)

Rain,Rain,

Go away,

little Johnny,

Wants to play,

come again,

Another Day.

ବର୍ଷା, ବର୍ଷା,

ଚାଲିଯା ଦୂରକୁ,

ଛୋଟିଆ ଜନୀ,

ଖେଳିବାକୁ ଚାହୁଁଛି,

ପୁଣିଥରେ ଆସିବୁ,

ଆଉ ଦିନେ ।

Text-II (ଅନୁବାଦ)

The rain is raining all around,

It falls on field and tree;

It rains on umbrellas here,

And on the ships at sea.

Rain on the green grass,

And rain on the tree;

And rain on the house top,

But not upon me.

ବର୍ଷା ବରଷୁଛି ଚାରିଆଡ଼େ,

ଏହା ପଡ଼ୁଛି ପଡ଼ିଆ ଉପରେ ଓ ଗଛ ଉପରେ;

ଏହା ବରଷୁଛି ଏଠାରେ ଛତାଗୁଡ଼ିକ ଉପରେ,

ଓ ସମୁଦ୍ରର ଜାହାଜଗୁଡ଼ିକ ଉପରେ ।

ବର୍ଷା ସବୁଜ ଘାସ ଉପରେ,

ଓ ବର୍ଷା ଗଛ ଉପରେ;

ଓ ବର୍ଷା ଘର ଛାତ ଉପରେ,

କିନ୍ତୁ ମୋ ଉପରେ ନୁହେଁ ।

↓ Question & Answer ↓

Students read the rhyme silently and answer the following questions.
( ଛାତ୍ରଛାତ୍ରୀମାନେ ନୀରବରେ କବିତାଟିକୁ ପଢ଼ିବେ ଏବଂ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ )

1. Who says Rain to go away - the poet or the mother or the father of Johnny ?
(ବର୍ଷାକୁ କିଏ ଦୁରକୁ ଚାଲିଯିବାକୁ କହୁଛି - କବି ନା ଜନୀର ବାପା ମାଆ ?)

Ans. The poet says Rain to go away.


2. Why does s/he want Rain to go away ?
(ସେ କାହିଁକି ବର୍ଷା ଦୂରକୁ ଚାଲଯିବାକୁ ଚାହୁଁଛନ୍ତି ?)

Ans. The poet wants Rain to go away because Little Johnny wanted to play.


3.Who will come again another day ?
(କିଏ ପୁଣି ଥରେ ଅନ୍ୟ ଦିନେ ଆସିବ ?)

Ans. Rain will come again another day.


🗨
Comprehension Question & Answer:

1. What is the poem about ? ( କବିତାଟି କାହା ବିଷୟରେ ଅଛି ? )
Ans. The poem is about the rain.


2. Where does it rain ? Say the places / things.(Teacher frames four more similar questions)
(କେଉଁଠାରେ ବର୍ଷା ହେଉଛି ? ସ୍ଥାନ / ବସ୍ତୁଗୁଡ଼ିକର ନାମ କୁହ। )

Ans. It rains all around, on fields, on trees, on umbrellas, on the ships at sea
on green grass and on the house top.


3. Why doesn’t it rain on the child/poet ?
( ପିଲା/ କବିଙ୍କ ଉପରେ କାହିଁକି ବର୍ଷା ପଡୁନାହିଁ ? )

Ans. It doesn’t rain on the child/poet as he is inside the house.


4. How many times ‘rain’ is used in the poem ?
(କବିତାଟିରେ ‘rain’ ଶବ୍ଦ କେତେ ଥର ବ୍ୟବହାର ହୋଇଛି ?)

Ans. The word rain iS used six times in the poem, 5 times “rain(s)” and one “raining".


5. Who is ‘me’ in the poem ?
(May be the Poet and may be a child. Poets write poems for children. And when
they write poems for Children, they make the child talk in the poem.)
(ଏହି କବିତାରେ ‘me’ କିଏ ? କବି ହୋଇପାରନ୍ତି କିମ୍ବା ପିଲାଟି ହୋଇପାରେ। କବିମାନେ ଯେତେବେଳେ ପିଲାଙ୍କ
ପାଇଁ କବିତା ଲେଖନ୍ତି ସେମାନେ ପିଲାମାନଙ୍କୁ କବିତାଟିରେ କଥାବାର୍ତ୍ତାକରାଇଥାନ୍ତି )

Ans. ‘Me’ in the poem is the child/poet.


🗨
2. Comprehension Activities :

(a) MCQ : Write the correct alternative to complete the sentence.
(ବିକଳ୍ପ ଚୟନମୂଳକ ପ୍ରଶ୍ନ : ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଠିକ୍‌ ବିକଳ୍ପଟି ଲେଖ ।)
(i)Rain is raining on _______ .
(A) field (B) tree (C) river (D) the men in ships

Ans. (A) field / (B) tree


(ii) Rain drops do not fall on ____________ .
(A) umbrella (B) the poet / Child (C) house top (D) green grass

Ans. (B) the poet / child


🗨
b) Listed below are some words. Put them under two stanzas. (see the text) (ତଳେ କେତେକ ଶବ୍ଦର ତାଲିକା ଅଛି । ସେଗୁଡ଼ିକୁ ଦୁଇଟି ପଦତଳେ ରଖ । (ପାଠ୍ୟବିଷୟ ଦେଖ) house-top, trees, grass, umbrella, ships, sea.

Answer:

Stanza - 1 Stanza - 2
trees house top
umbrella grass
ships trees
sea

🗨
Listening ( ଲିସ୍‌ନିଙ୍‌ ) ( ଶୁଣିବା)

(a) Your teacher will read aloud some of the words listed below. Tick (✓) the words
which your teacher reads aloud.
(ତୁମମାନଙ୍କଶିକ୍ଷକ ନିମ୍ନ ତାଲିକାରେ ଥିବାକେତେକ ଶବ୍ଦକୁ ଉଚ୍ଚସ୍ଵରରେ ପଠନ କରିବେ । ସେହି ଶବ୍ଦଗୁଡ଼ିକୁ ତୁମମାନଙ୍କ
ଶିକ୍ଷକଙ୍କ ଉଚ୍ଚ ପଠନ ସହ ଟିକ୍‌ (✓) ଚିହ୍ନ ଦେଇ ଚିହ୍ନିତ କର । )

rain, field, grass, house, upon, green, umbrella, sea, ships
(ରେନ୍‌, ଫିଲଡ , ଗ୍ରାସ୍‌, ହାଉସ୍‌, ଅପନ୍‌ , ଗ୍ରୀନ୍‌, ଅମ୍ବେରେଲା , ସୀ, ସିପସ୍‌ )


(b) Your teacher will read aloud the 2nd stanza. You listen to him and fill in the blanks.
( ତୁମମାନଙ୍କ ଶିକ୍ଷକ ଦ୍ବିତୀୟ ପଦକୁ ଉଚ୍ଚସ୍ଵରର ପଠନ କରିବେ । ତୁମେମାନେ ତାଙ୍କୁ ଶୁଣ ଏବଂ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣକର )

Answer:
Rain on the green grass ,
And rain on the tree;
And rain on the house top.
But not upon me .


🗨
5. Vocabulary ( ଶବ୍ଦ ଜ୍ଞାନ / ଭଣାର ) :

Given below are some words. There are words hiding inside each of these words.
You can get them by separating the letters into two or by cha'nging their place.
The last one is done for you.
(ତଳେ କେତେକ ଶବ୍ଦ ଦିଆଯାଇଛି । ଏହି ଶବ୍ଦଗୁଡ଼ିକ ମଧ୍ଯରୁ ପ୍ରତ୍ୟେକ ମଧ୍ଯରେ ଶବ୍ଦଗୁଡ଼ିଏ ଲୁଚିରହିଛି । ତୁମେ
ଏହାର ଅକ୍ଷରଗୁଡ଼ିକୂ ଅଲଗା କରି କିମ୍ବା ସେମାନଙ୍କର ସ୍ଥାନ ପରିବର୍ଭନ କରି ଏଗୁଡ଼ିକୁ ପାଇପାରିବ । ଶେଷଟି ତୁମ
ପାଇଁ କରିଦିଆଯାଇଛି । )

On-____
the-____
top-_____
rain-_____


Answer
on-no, top - pot,to, the - he , rain - ran,in


🗨
6. Usage ( ବ୍ୟବହାର / ପ୍ରୟୋଗ) :

In ‘green grass’, the word ‘green’ describes ‘grass’ or tells about ‘grass’. Given below
under A are some such describing words first. Match them with the words under B.
(‘green grass’,ରେ , 'green ' ଶବ୍ଦଟି 'grass ' ବିଷୟରେ ବର୍ଣନା କରୁଛି ବା 'grass ' ବିଷୟରେ କିଛି କହୁଛି । ନିମ୍ନରେ ପ୍ରଥମେ ‘A’ ତଳେ କେତେକ ବର୍ଣ୍ଣନାମୂଳକ ଶବ୍ଦ ଦିଆଯାଇଛି । ସେଗୁଡ଼ିକୁ 'B' ତଳେ ଥୁବା ଶବ୍ଦ ସହ ମିଳାଅ ।)

Answer

"A" "B"
big house
tall tree
green field
black umbrella

🗨
7. Writing

(a) Write four sentences using the words matched. One is done for you.
(ମେଳ ହୋଇଥୁବା ଶବ୍ଦଗୁଡ଼ିକୁ ବ୍ୟବହାର କରି ଚାରିଟି ବାକ୍ୟ ଲେଖ । ଗୋଟିଏ ତୁମ ପାଇଁ କରିଦିଆଯାଇଛି । )
(i)The house is big.
(ii) _______________
(iii)_______________
(iv)________________


Answer:
(i)The house is big.
(ii) There is a tall tree behind my house.
(iii) The fields are lust green.
(iv) i have a black umbrella.


(b) Answer the following questions

(i).What is the poem about ?
(କବିତାଟି କାହା ବିଷୟରେ ଅଛି ?)
Ans. The poem is about the rain.


(ii) Where does rain fall in the second line ?
( ଦ୍ବିତୀୟ ଧାଡ଼ିରେ ବର୍ଷା କେଉଁଠାରେ ପଡ଼ୁଛି ବୋଲି କୁହାଯାଇଛି ? )
Ans.In the second line ,rain falls on field and trees.


(iii) How many times ‘rain’ is used in the poem ?
( କବିତାଟିରେ 'rain' ଶବ୍ଦ କେତେ ଥର ବ୍ୟବହାର ହୋଇଛି ?)
Ans. The word rain is used six times in the poem.


(iv) How many stanzas are there in the poem ?
(କବିତାଟିରେ କେତୋଟି ପଦ ଅଛି ? )
Ans. There are two stanzas in the poem.


🗨
(c) Write a poem on 'wind' of your own. ( ପବନ 'wind ' ଉପରେ ତୁମ ନିଜର ଏକ କବିତା ଲେଖ )

Making minimum changes in the first stanza. Let's write a four-lined poem on ‘wind
You have to replace ‘rain’ of first line with ‘wind’ and ‘raining’ with ‘blowing’. Replace
falls’ and ‘rains’ in lines 2 and 3 with ‘blows’. One done for you.
( ପ୍ରଥମ ପଦରେ ସର୍ବନିମ୍ନ ପରିବର୍ଭନ କର । ଚାଲ ‘wind’ ଉପରେ ଏକ ଚାରି ଧାଡ଼ିଆ କବିତା ଲେଖ୍ବା | ତୁମେ ପ୍ରଥମ ଧାଡ଼ିର 'rain' ବଦଳରେ "wind' ଏବଂ ‘raining’ ବଦଳରେ ‘blowing’ ଲେଖ । ଧାଡ଼ି ୨ ଏବଂ ୩ରେ 'falls' ଓ 'rains' ବଦଳରେ 'blows' ଲେଖ | ଗୋଟିଏ ତୁମ ପାଇଁ କରିଦିଆଯାଇଛି । )

Answer:
1. The wind is blowing all around
2. It blows on field and tree.
3. It blows on the umbrellas here.
4. And on the ship at sea.


🗨