6th Class Mathematics(ଗଣିତ ) - Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4 All Question With Answer

↓ Question & Answer ↓

Question 1. >, < ଓ = ମଧ୍ୟରୁ ଉପଯୁକ୍ତ ଚିହ୍ନକୁ କୋଠରି ମଧ୍ୟରେ ଲେଖ ।

(କ) 34587 ______ 10000
ସମାଧାନ: >


(ଖ) 100000 _____ 99999
ସମାଧାନ: >


(ଗ) 548421+2 _____ 548121
ସମାଧାନ: >


(ଘ) 875600 _____ 915840
ସମାଧାନ: <


(ଙ) 965842 _____ 965742
ସମାଧାନ: >


(ଚ) 1278942 _____ 999985-2
ସମାଧାନ: >


(ଛ) 478007+2 _____ 478010-1
ସମାଧାନ: =


(ଜ) 488007 _____ 4880002
ସମାଧାନ: <


🗨
Question 2.
ଦୁଇଟି ସଂଖ୍ୟା ମଧ୍ୟରେ ବଡ଼/ ସାନ ଚିହ୍ନିବା ପାଇଁ ନିମ୍ନୋକ୍ତ କେଉଁ ଉକ୍ତିଗୁଡ଼ିକ ଠିକ୍?

(କ) ଦୁଇଟି ସଂଖ୍ୟାର ଅଙ୍କ ସଂଖ୍ୟା ଅସମାନ ହେଲେ ଯେଉଁ ସଂଖ୍ୟାର ଅଙ୍କ ସଂଖ୍ୟା ଅଧ‌ିକ ସେହି ସଂଖ୍ୟାଟି ବଡ଼ ।
ସମାଧାନ:

(ଖ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ,ତେବେ ଯେଉଁ ସଂଖ୍ୟାର ବାମପଟ ଅଙ୍କଟି ବଡ଼ ସେହି ସଂଖ୍ୟାଟି ବଡ଼ ।
ସମାଧାନ:

(ଗ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ, ତେବେ କେବଳ ଡାହାଣ ପାଖରେ ଥିବା ଅଙ୍କଦୁଇଟିକୁ ତୁଳନା କରି ବଡ଼ ସଂଖ୍ୟା ଓ ସାନ ସଂଖ୍ୟା ବଛାଯାଇ ପାରିବ ।
ସମାଧାନ:

(ଘ) ସଂଖ୍ୟା ଦୁଇଟିର ଅଙ୍କସଂଖ୍ୟା ଅସମାନ ହେଲେ କେବଳ ଡାହାଣପଟ ଘରେ ଥ‌ିବା ଅଙ୍କମାନଙ୍କୁ ତୁଳନାକରି ବଡ଼ ସଂଖ୍ୟା ଓ ସାନସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:


🗨
Question 3.
କେବଳ 1 ଓ 0 କୁ ବ୍ୟବହାର କରି ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ସେଗୁଡ଼ିକୁ ବଡ଼ରୁ ସାନକ୍ରମରେ ସଜାଇ ଲେଖ ।

1 ଓ 0 କୁ ବ୍ୟବହାର କରି ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 10101010, 10010011, 11111110, 10000000, 11110000 ।
ବଡ଼ରୁ ସାନକ୍ରମରେ ସଜାଇ ଲେ 11111110 > 11110000 > 10101010 > 10010011 > 10000000


🗨