6th Class Science(ବିଜ୍ଞାନ ) - ଖାଦ୍ୟର ଉତ୍ସ All Question With Answer
↓ Question & Answer ↓
ତଳେ ଦିଆଯାଇଥିବା ଉଭିଦମାନଙ୍କର କେଉଁ ଅଂଶ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ଲେଖ ।
ଉଭିଦ |
କେଉଁ ଅଂଶ ଖାଦ୍ୟ ରୂପେ ବ୍ୟବହାର କରୁ |
---|---|
ଟମାଟୋ |
|
କଦଳୀ |
|
ଆମ୍ବ |
|
ନଡ଼ିଆ |
|
ପିଆଜ |
|
ଆଖୁ |
|
ଅଦା |
|
ପୋଇ |
|
ଶିମ୍ବ |
|
ଖଡା |
ଉଭିଦ |
କେଉଁ ଅଂଶ ଖାଦ୍ୟ ରୂପେ ବ୍ୟବହାର କରୁ |
---|---|
ଟମାଟୋ |
ଫଳ |
କଦଳୀ |
ଫଳ,କାଣ୍ଡ ,ଫୁଲ |
ଆମ୍ବ |
ଫଳ |
ନଡ଼ିଆ |
ଫଳ |
ପିଆଜ |
ପତ୍ର ,କାଣ୍ଡ |
ଆଖୁ |
କାଣ୍ଡ |
ଅଦା |
କାଣ୍ଡ |
ପୋଇ |
ପତ୍ର ,କାଣ୍ଡ |
ଶିମ୍ବ |
ଫଳ |
ଖଡା |
ପତ୍ର ,କାଣ୍ଡ |
ତଳେ କେତେକ ଖାଦ୍ୟର ନାମ ଦିଆଯାଇଛି । ସେହି ଖାଦ୍ୟର ଉପାଦାନଗୁଡ଼ିକ ଲେଖ ।
ଖାଦ୍ୟର ନାମ |
ଖାଦ୍ୟ ତିଆରି ପାଇଁ ଆବଶ୍ୟକ ଉପାଦାନ |
---|---|
କେକ୍ |
|
କ୍ଷୀର ଗଜା | |
ରସଗୋଲା |
|
ଘାଣ୍ଟତରକାରୀ |
|
କାକରା |
|
ସୁଜି ହାଲୁଆ |
|
ଆଇସ୍ କ୍ରିମ୍ |
Answer:
ଖାଦ୍ୟର ନାମ |
ଖାଦ୍ୟ ତିଆରି ପାଇଁ ଆବଶ୍ୟକ ଉପାଦାନ |
---|---|
କେକ୍ |
ମଇଦା, ଚିନି, କାଳୁ, ଖ୍ସ୍ମିସ୍, ବେକିଂ ପାଉଡ଼ର, ପାଣି, ପିସା, ବଟର୍, ଖାଇବା ସୋଢ଼ା, ଅଣ୍ଡା |
କ୍ଷୀର ଗଜା |
ମଇଦା, କ୍ଷୀର, ଚିନି, ଅଳେଇଚ, ଗୁଜରାତି |
ରସଗୋଲା |
ଛେନା, ଚିନି |
ଘାଣ୍ଟତରକାରୀ |
ବିଭିନ୍ନ ପନିପରିବା, ବୁଟ, ମଟର, ନଡ଼ିଆ, ତେଲ, ଲୁଣ, ପାଣି, ପିଆଜ, ଅଦା, ଲଙ୍କା, ହଳଦି, ଗଜା ମୁଗ |
କାକରା |
ଅଟା, ଚିନି, ପାଣି, ତେଲ, ଗୁଜରାତି, ଲୁଣ |
ସୁଜି ହାଲୁଆ |
ସୁଜି, ଚିନି, ପାଣି, ଗୁଜୁରାତି, ଘିଅ, ଲୁଣ |
ଆଇସ୍ କ୍ରିମ୍ |
ବରଫ, ଚିନି, ନଡ଼ିଆ, ଅମୂଲ, କାଜୁବାଦାମ, ଚେରି |
(କ) ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଖାଦ୍ୟ ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ, ପାଣି ।
ଉପାଦାନ |
ପ୍ରାଣୀଙ୍କଠାରୁ ମିଳେ |
ଉଭିଦରୁ ମିଳେ |
---|---|---|
ଚାଉଳ ଚୂନା, ଚିନି, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ, ପାଣି |
ଦହି, ଘିଅ |
ଚାଉଳ ଚୂନା, ଚିନି, ନଡ଼ିଆ, ଗୁଜୁରାତି, ଗୋଲମରିଚ, ଅଦା, ଅଳେଇଚ, ଲବଙ୍ଗ |
ନିମ୍ନୋକ୍ତ ଜିନିଷ ମଧ୍ୟରେ ଥିବା ଦୁଇଟି ପାର୍ଥକ୍ୟ ଓ ଦୁଇଟି ସାମଞ୍ଜସ୍ୟ ଲେଖ । ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ।
ପାଚିଲା ଅମୃତଭଣ୍ଡାର | କଞ୍ଚା ଅମୃତଭଣ୍ଡାର |
(i) ପାଚିଲା ଅମୃତଭଣ୍ଡାର ଉପର ରଙ୍ଗ ହଳଦିଆ । | (i) କଞ୍ଚା ଅମୃତଭଣ୍ଡାର ରଙ୍ଗ ସବୁଜ । |
(ii) ପାଚିଲା ଅମୃତଭଣ୍ଡା ନରମ । | (ii) କଞ୍ଚା ଅମୃତଭଣ୍ଡା ଟାଣ ! |
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ସାମଞ୍ଜସ୍ୟ –
ପାଚିଲା ଅମୃତଭଣ୍ଡାର | କଞ୍ଚା ଅମୃତଭଣ୍ଡାର |
(i) ପାଚିଲା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ । | (i) କଞ୍ଚା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ । |
(ii) ପାଚିଲା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି । | (ii) କଞ୍ଚା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି । |
‘କ’ ସ୍ତମ୍ଭରେ ଥିବା ପ୍ରତ୍ୟେକ ଖାଦ୍ୟକୁ ‘ଖ’ ସ୍ତମ୍ଭରେ ଦିଆଯାଇଥିବା ସମ୍ପର୍କିତ ଉଦ୍ଭଦ ଓ ପ୍ରାଣୀ ସହିତ ସଂଯୋଗ କର ।
“କଂ ସ୍ତମ୍ଭ" | “ଖଂସ୍ତମ୍ଭ" |
---|---|
ଘିଅ | ବିରିଗଛ |
ମହୁ | ଗହମ ଗଛ |
ଆଚାର | ଆଖୁଗଛ |
ବଡ଼ି | ତାଳଗଛ |
ରାବିଡ଼ି | ସୋରିଷ ଗଛ |
ହାଲୁଆ | କୁକୁଡ଼ା |
ପକୁଡ଼ି | ଗାଈ |
ବିରିଆନି | ମେଥ୍ବ ଗଛ |
ଫୁଲଗଛ | |
ବୁଟ ଗଛ | |
ଛେଳି |
Answer:
“କଂ ସ୍ତମ୍ଭ" | “ଖଂସ୍ତମ୍ଭ" |
---|---|
ଘିଅ | ଗାଈ |
ମହୁ | ଫୁଲ ଗଛ | ଆଚାର | ସୋରିଷ ଗଛ |
ବଡ଼ି | ବିରି ଗଛ |
ରାବିଡ଼ି | ଗାଈ |
ହାଲୁଆ | ଗହମ ଗଛ |
ପକୁଡ଼ି | ବୁଟ ଗଛ |
ବିରିଆନି | ଛେଳି |
(କ) ପାଳଙ୍ଗଶାଗ ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ତନ୍ମଧ୍ୟରୁ ପାଞ୍ଚାଟିର ନାମ ଲେଖ ।
ଉ –
ପାଳଙ୍ଗ ଶାଗ ଉପାଦାନ ରୂପରେ ଖାଦ୍ୟ ପାଞ୍ଚଟି ହେଲା – ପାଳଙ୍ଗ ଶାଗ ଭଜା, ପାଳଙ୍ଗ ଶାଗ ତରକାରୀ, ପାଳଙ୍ଗ ଶାଗ ପରଟା, ପାଳଙ୍ଗ କୁପ୍ତା ଓ ପାଳଙ୍ଗ ପନିଅର ।
(ଖ) ଅଣ୍ଡା ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ସେଗୁଡ଼ିକର ନାମ ଲେଖ ।
ଉ –
ଅଣ୍ଡା ତରକାରି, ଚାଓମିନ୍, ତଡ଼କା, ଭୁଜିଆ, ଆମ୍ଲେଟ୍, କେକ୍, ପାଉଁରୁଟି ଆଦି ଖାଦ୍ୟ ତିଆରି ପାଇଁ ଅଣ୍ଡା ଉପାଦାନ ରୂପରେ ବ୍ୟବହାର କରାଯାଏ ।
ଉ –
ଜୀବ ପାଞ୍ଚଟିର ନାମ ହେଲା – (i) କୁକୁଡ଼ା, (ii) ବତକ, (iii) ଝିଟିପିଟି, (iv) ପିମ୍ପୁଡ଼ି, (v) ଏଣ୍ଡୁଅ ।