6th Class Science(ବିଜ୍ଞାନ ) - ବସ୍ତୁର ପ୍ରକାରଭେଦ All Question With Answer

↓ Question & Answer ↓

Question 1.
ନିମ୍ନଲିଖତ ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଟି ପ୍ରାକୃତିକ ନୁହେଁ ?
(କ) କାଠ
(ଖ) କାଗଜ
(ଗ) ଖଣିଜତୈଳ
(ଘ) ମାଟି

ଉ –
(ଖ) କାଗଜ


🗨
Question 2.
ନିମ୍ନଲିଖୂ ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଟି ନିର୍ଜୀବ ?

(i)
(କ) ସାପ
(ଖ) ଭାଙ୍ଗିଯାଇଥିବା ତୁମ ଦାନ୍ତ
(ଗ) ଗେଣ୍ଡା
(ଘ) ଗଜାବୁଟ
ଉ –
(i) ଭାଙ୍ଗିଯାଇଥିବା ତୁମ ଦାନ୍ତ

(ii)
(କ) ଗୋଟା ମୁଗ
(ଖ) ମୁଗ ଡାଲି
(ଗ) ଗଜା ମୁଗ
(ଘ) ମୁଗ ଗଛ
ଉ –
(ii) ମୁଗ ଡାଲି


🗨
Question 3.
ପ୍ରଥମ ଶବ୍ଦଦ୍ୱୟର ସଂପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସଂପର୍କିତ ଶବ୍ଦଟି ଶୂନ୍ୟ ସ୍ଥାନରେ ଲେଖ ।

(କ) କାଠ : ଅସ୍ୱଚ୍ଛ : : କାଚ : ……………….. ।
(ଖ) ଚିନି : ବ୍ରବଶୀୟ :: ………………. ଅଦ୍ରବଣୀୟ ।
(ଗ) ସୁନା : ଧାତୁ : : ଅଙ୍ଗାର : ……………………. ।
(ଘ) ପାଣିରେ ବୁଡ଼ିଯିବା : ଗୋଡ଼ି : : ଭାସିବା : ……………….. ।
ଉ –
(କ) ସ୍ବଚ୍ଛ
(ଖ) ବାଲି
(ଗ) ଅଧାତୁ
(ଘ) ସୋଲ


🗨
Question 4.
କଠିନ ଓ ନରମ ପ୍ରକାରଭେଦରେ ନିମ୍ନଲିଖତ ବସ୍ତୁଗୁଡ଼ିକୁ ଶ୍ରେଣୀ ବିଭାଗ କର । (ପ୍ରଶ୍ନସହ ଉତ୍ତର)

(କ) ପିନ୍‌କଣ୍ଟା – କଠିନ
(ଖ) ସାବୁନ – କଠିନ
(ଗ) ତୁଳାବିଣ୍ଡା – ନରମ
(ଘ) ବରଫଖଣ୍ଡ – କଠିନ
(ଙ) ରବର ପେଣ୍ଡୁ – ନରମ
(ଚ) ସୋଲ – ନରମ
(ଛ) ଡପେନ୍ ଭିତରେ ଥ‌ିବା ସ୍ପ୍ରିଙ୍ଗ – ନରମ


🗨
Question 5. କେଉଁ ବାକ୍ୟଟି ଠିକ୍ ?
(କ) ତୁମ ବହି ପୃଷ୍ଠାର ଉଜ୍ଜଳତା ଅଛି ।
(ଖ) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ ।
(ଗ) ସବୁ କାଠ ପାଣିରେ ଭାସେ ।
(ଘ) କାଚ ଏକ ସ୍ବଚ୍ଛ ବସ୍ତୁ ।

ଉ –
(ଖ) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ ।
(ଘ) କାଚ ଏକ ସ୍ବଚ୍ଛ ବସ୍ତୁ ।


🗨
Question 6. ତଳେ ଦିଆଯାଇଥ‌ିବା ବସ୍ତୁଦ୍ଵୟ ମଧ୍ୟରେ ଥ‌ିବା ଦୁଇଟି ସାଦୃଶ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।

(କ)ଆଲୁମିନିୟମ୍‌ ଓ ରବର
ସାଦୃଶ୍ୟ
ଆଲୁମିନିୟମ୍‌ରବର
i)ଆଲୁମିନିୟମ୍‌ ଏକ କୃତ୍ରିମ ବସ୍ତୁ ଅଟେ ।
ii)ଆଲୁମିନିୟମ୍‌ ପିଟିଲେ ବଢ଼ିଯାଏ ।
(i) ରବର ଏକ କୃତ୍ରିମ ଅଟେ ।
ii) ରବରକୁ ଟାଣିଲେ ଲମ୍ବିଯାଏ ।

ପାର୍ଥକ୍ୟ
ଆଲୁମିନିୟମ୍‌ରବର
i)ଆଲୁମିନିୟମ୍‌ କଠିନ ବସ୍ତୁ ଅଟେ ।
ii)ଆଲୁମିନିୟମ୍‌ ଉତ୍କଳ ବସ୍ତୁ ଅଟେ ।
(i) ରବର ନରମ ବସ୍ତୁ ଅଟେ ।
ii) ରବର ଅନୁକ୍ଵଳ ବସ୍ତୁ ଅଟେ ।



(ଖ)କାଚଗୁଣ୍ଡ ଓ ଲୁଣ
ସାଦୃଶ୍ୟ
କାଚଗୁଣ୍ଡ ଲୁଣ
i)କାଚଗୁଣ୍ଡର ଆକାର ସ୍ପଟିକାକାର ।
ii)କାଚଗୁଣ୍ଡ ଧଳା ଓ ସ୍ଵଚ୍ଛ ।

(i) ଲୁଣ ମଧ୍ୟ ସ୍ପଟିକାକାର ।
ii) ଲୁଣ ମଧ୍ୟ ଧଳା ଓ ସ୍ଵଚ୍ଛ ।

ପାର୍ଥକ୍ୟ
କାଚଗୁଣ୍ଡ ଲୁଣ
i)କାଚ ଏକ କୃତ୍ରିମ ମାନବାକୃତ ପଦାର୍ଥ ।
ii)କାଚଗୁଣ୍ଡ ଜଳରେ ଅଦ୍ରବଣୀୟ ।
(i) ଲୁଣ ଏକ ପ୍ରାକୃତିକ ପଦାର୍ଥ ।
ii)ଲୁଣ ଜଳରେ ଦ୍ରବଣୀୟ ।



(ଗ) ସୋଲ ଓ ଷ୍ଟିଲ ଚାମଚ
ସାଦୃଶ୍ୟ
ସୋଲ ଷ୍ଟିଲ ଚାମଚ
i)ସୋଲ ଜଳରେ ଅଦ୍ରବଣୀୟ ।
ii)ସୋଲ ଏକ ମାନବକୃତ ରାସାୟନିକ ପଦାର୍ଥ ।

(i) ଷ୍ଟିଲ ଚାମଚ ଜଳରେ ଅଦ୍ରବଣୀୟ ।
ii) ଷ୍ଟିଲ ଚାମଚ ଏକ ମାନବକୂତ ରାସାୟନିକ ପଦାର୍ଥ ।

ପାର୍ଥକ୍ୟ
ସୋଲ ଷ୍ଟିଲ ଚାମଚ
i)ସୋଲ ପାଣିରେ ଭାସେ ।
ii)ସୋଲ ହାଲୁକା କାରଣ ଏହା ଏକାଧ୍‌କ ବାୟୁ କୋଠରୀବିଶିଷ୍ଟ ।
(i) ଲୁଣ ଏକ ପ୍ରାକୃତିକ ପଦାର୍ଥ ।
ii) ଷ୍ଟିଲ ଚାମଚ ପାଣିରେ ବୁଡ଼ିଯାଏ ଏହା ଭାରୀ, କାରଣ ଏଥ୍‌ରେ ବାୟୁ କୋଠରି ନଥାଏ।



(ଘ) କିରୋସିନି ପାରଦ
ସାଦୃଶ୍ୟ
କିରୋସିନି ପାରଦ
i)କିରୋସିନି ଏକ ତରଳ ପଦାର୍ଥ ।
ii)କିରୋସିନି ଜଳରେ ଅଦ୍ରବଣୀୟ ।

(i)ପାରଦ ମଧ୍ଯ ଏକ ତରଳ ପଦାର୍ଥ ।
ii) ପାରଦ ଜଳରେ ଅଦ୍ରବଣୀୟ ।

ପାର୍ଥକ୍ୟ
କିରୋସିନି ପାରଦ
i)କିରୋସିନି ଆଧାରର ପୃଷ୍ଠସହ ଲାଗି ରୁହେ।
ii)ଏହା ଦହନୀୟ ।
i)ପାରଦ ଆଧାରର ପୃଷ୍ଠସହ ଲାଗିରହେ ନାହିଁ ।
ii)ଏହା ଅଦହନୀୟ |


🗨