7th Class English - Chapter 3 The Camel All Question With Answer

II. While-Reading (ପଠନକାଳୀନ ):
Text (ପାଠ୍ୟବସ୍ତୁ). (ଅନୁବାଦ)

1. An animal that lives in the desert is the camel. People kept camels as pets many thousands of years ago. Camels usually live in small groups of up to thirty animals. Camels have long, shaggy winter coats to keep warm, and shorter, tidier coats in the summer to keep cool. A thirsty camel can drink as much as thirty gallons of water, about five hundred full glasses, in just ten minutes.


2. There are two different types of camels. One, known as the Dromedary, has only a single hump; the other is called a Bactrian camel and has two humps. The humps help the animal to survive in the desert by acting as storage containers.

୧. ଗୋଟିଏ ଜୀବ ଯେ ମରୁଭୂମିରେ ବଞ୍ଚେ ସେ ହେଉଛି ଓଟ । ହଜାର ହଜାର ବର୍ଷ ପୂର୍ବେ ମଣିଷ ଓଟକୁ ଗୃହପାଳିତ ପ୍ରାଣୀ ରୂପେ ରଖୁଥିଲେ । ଓଟଗୁଡ଼ିକ ସାଧାରଣତଃ ଛୋଟ ଛୋଟ ଦଳରେ ବାସ କରନ୍ତି ଏପରିକି ତିରିଶି ଗୋଟି ପର୍ଯ୍ୟନ୍ତ । ଶୀତଦିନେ ଓଟମାନେ ଲମ୍ବା ଲୋମଯୁକ୍ତ ଶୀତମୁକ୍ତି କେଶ ଧାରଣ କରିଥା’ନ୍ତି ଦେହକୁ ଉଷୁମ ରଖୁବାକୁ ଏବଂ ସେହିଭଳି ଗ୍ରୀଷ୍ମରେ ଛୋଟ ଚିପା ଖୋଳପାଯୁକ୍ତ ଶରୀର ଧାରଣ କରନ୍ତି ଥଣ୍ଡା ଶରୀର ଧାରଣ ପାଇଁ । ଗୋଟିଏ ତୃଷାର୍ତ୍ତ ଓଟ ଏପରିକି ତିରିଶି ଗ୍ୟାଲନ୍ ଜଳ ପାନ କରିପାରେ, ଯାହାକି ପାଞ୍ଚଶହ ପୂର୍ଣ ଗ୍ଲାସ୍ ଜଳ ଦଶ ମିନିଟ୍ ମଧ୍ଯରେ ।


୨. ଦୁଇ ପ୍ରକାରର ଓଟ ଥାଆନ୍ତି । ଗୋଟିଏ ଏକ କୁଜ ବିଶିଷ୍ଟ ଏବଂ ଅନ୍ୟଟିଏ ଦୁଇ କୁଜ ବିଶିଷ୍ଟ । ଓଟର କୁଜମାନେ ଛୋଟ ଧାରଣପାତ୍ର ଭଳି କାର୍ଯ୍ୟ କରିଥାଆନ୍ତି ।

↓ Question & Answer ↓

Comprehension Questions (ବୋଧପରିମାପକ ପ୍ରଶ୍ନବଳୀ):

Question 1.
Where do camels live ?
( ଓଟମାନେ କେଉଁଠାରେ ରହନ୍ତି|ବାସ କରନ୍ତି ?)

Answer:
Camels live in deserts.


Question 2.
Are the camels wild animals? How do you know?
(ଓଟମାନେ ହିଂସ୍ର ପଶୁ କି ? ତୁମେ କିପରି ଜାଣୁଛ ?)

Answer:
No, camels are not wild animals, rather they are docile. (ପାଳନଯୋଗ୍ୟ )


Question 3.
How do camels live: single or in groups?
( ଓଟମାନେ କିପରି ରହନ୍ତି : ଏକାକୀ କିମ୍ବା ଦଳରେ ?)

Answer:
Camels live in small groups of up to thirty animals.


Question 4.
What helps them keep warm?
(ସେମାନଙ୍କୁ ଗରମ ରଖିରେ କ’ଣ ସାହାଯ୍ୟ କରେ ?)

Answer:
The long, shaggy winter coats on their body keep them warm.


Question 5.
What keeps their bodies cool in summer?
(ଗ୍ରୀଷ୍ମଦିନେ କ’ଣ ସେମାନଙ୍କ ଶରୀରକୁ ଥଣ୍ଡା ରଖେ ?)

Answer:
The shorter, tidier coats on their body keep them cool in summer.


Question 6.
How much water does a camel drink in ten minutes?
(ଗୋଟିଏ ଓଟ ଦଶ ମିନିଟ୍‌ରେ କେତେ ପରିମାଣର ଜଳ ପିଇପାରେ ?)

Answer:
A camel drinks about thirty gallons of water which is equal to five hundred full glasses in ten minutes


Question 7.
How many types of camels are there?
( କେତେ ପ୍ରକାରର ଓଟ ଅଛନ୍ତି ?)

Answer:
There are two types of camels.


Question 8.
What are they ?
(ସେଗୁଡ଼ିକ କ’ଣ ?)

Answer:
The two types of camels are Dromedary i.e. with one hump on its back and Bactrian with two humps.


Question 9.
What helps the camels to live in the desert?
( ଓଟମାନଙ୍କୁ ମରୁଭୂମିରେ ରହିବାରେ କ’ଣ ସାହାଯ୍ୟ କରେ ? )

Answer:
The humps which are like storage containers help the camels to live in the desert.


🗨